ଏସିଆନ ଗେମ୍ସର ୧୮ତମ ସଂସ୍କରଣ ଉଦ୍‌ଘାଟିତ: ଝୁମିଲା ଜାକର୍ତ୍ତା

ଜାକର୍ତ୍ତା: ଇଣ୍ଡୋନେସିଆର କାକର୍ତାସ୍ଥିତ ଗେଲୋରା ବଙ୍ଗ୍‌ କର୍ନୋ ମେନ୍‌ ଷ୍ଟାଡିୟମ୍‌ରେ ୧୮ତମ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଛି। ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଓ୍ଵିଦୋଦୋ ଏକ ମନୋଜ୍ଞ ଉତ୍ସବରେ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ପରେ ପରେ ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମ, ସଂଗୀତ ଓ ନୃତ୍ୟର ତାଳେ ତାଳେ ଖେଳାଳିମାନେ ମାର୍ଚ ପାଷ୍ଟ କରିଥିଲେ। ତାରକା ଖଚିତ ଉଦ୍‌ଘାଟନୀ ଉତ୍ସବରେ ଇଣ୍ଡୋନେସିଆର ଲୋକପ୍ରିୟ କଣ୍ଠଶିଳ୍ପୀ ଆଙ୍ଗନ୍‌, ରାଇସା, … Continue reading ଏସିଆନ ଗେମ୍ସର ୧୮ତମ ସଂସ୍କରଣ ଉଦ୍‌ଘାଟିତ: ଝୁମିଲା ଜାକର୍ତ୍ତା